ଦାଦାବଟିକୁ ନା ! କମିସନରେଟ୍ ପୁଲିସ୍ ଜାରି କଲା ହେଲ୍ପ ଲାଇନ୍ ନମ୍ବର

ଭୁବନେଶ୍ବର: ଆଜି ଅପରାହ୍ନରେ ପୁଲିସ ଡିଜି ଅଭୟ ଭୁବନେଶ୍ୱର ଏବଂ କଟକ ଦ୍ବୈତନଗରୀ ପାଇଁ ଏକ ଦାଦାବଟି ନିରୋଧୀ ହେଲ୍ପଲାଇନ – ୯୯୩୮୯୧୦୦୦୦ର ଶୁଭାରମ୍ଭ କରିଛନ୍ତି। ଡିଜିପି କହିଛନ୍ତି ଯେ ଏହି ଉତ୍ସର୍ଗୀକୃତ ହେଲ୍ପଲାଇନ ଦୁଇ ସହରରେ ଦାଦାବଟି ଆଦାୟ ସଂପର୍କିତ ଅଭିଯୋଗ ଗ୍ରହଣ କରିବ। ନାଗରିକମାନେ ଟେଲିଫୋନ୍ କଲ୍, ହ୍ବାଟସ ଆପ୍, ଏସ୍ଏମ୍ଏସ୍ ଏବଂ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ ଓ ସେମାନଙ୍କ ପରିଚୟ ଗୁପ୍ତ ରଖାଯିବ … Continue reading ଦାଦାବଟିକୁ ନା ! କମିସନରେଟ୍ ପୁଲିସ୍ ଜାରି କଲା ହେଲ୍ପ ଲାଇନ୍ ନମ୍ବର